Browsing Tag

Jagannath

ଲୋକସଭା ଆମର ବିଧାନସଭା ତମର, ଦେଖନ୍ତୁ ଭିଡ଼ିଓ

ଲୋକସଭା ଆମର ବିଧାନସଭା ତମରରା, ଜନୀତିରେ ପୁରୀ ଫ୍ୟାକ୍ଟର କିଏ କାହାକୁ ଚକ୍‌ମା ଦେବ, ପୁରୀରେ ଆଗରୁ ଫିକ୍ସି ହୋଇଛି କି ସିଟ୍ ଭାଗବଣ୍ଟାଲୋ, କସଭା ଆମର ବିଧାନସଭା ତମର । https://youtu.be/ONd6nQ5eIAo?si=ajdUKiGysjcuK_Fn ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ହିଞ୍ଜିଳି…

ସମସ୍ତ ନୀତି ନିର୍ଘଣ୍ଟର ଅନୁମୋଦନ କରାଯିବ ପରିଚାଳନା କମିଟି ବୈଠକ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆଜି ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଖବର ଅନୁଯାୟୀ, ଆସନ୍ତା ୧୩ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ…

୪ ଘଣ୍ଟା କାଳିଆ ଦର୍ଶନ ବନ୍ଦ ରହିବ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ସିଂହାର (ବନକଲାଗି) ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୪ରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ଶେଷ ହେବା ପରେ ଶ୍ରୀଜିଉଙ୍କୁ ମହାସ୍ନାନ…

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସରିବା ପରେ ଅପରାହ୍ନ ୧ଟା ୩୦ରେ ବିମାନ ବିଜେ, ୨ଟାରେ ବିମାନ ଉଠିବା ନୀତି ନିର୍ଘଣ୍ଟ ହୋଇଛି। ପାରମ୍ପରିକ ବାଦ୍ୟ ତଥା ଭଜନ, କୀର୍ତ୍ତନ ପଟୁଆାରରେ ମଦନମୋହନ, ରାମକୃଷ୍ଷ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ…

ଖୋଲିଲା ଶ୍ରୀମନ୍ଦିର, ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର। ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦୁଇ ଡୋଜ ଟିକାକରଣର ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ କିଓସ୍କରେ ଯାଞ୍ଚ ପରେ…

ସ୍ବର୍ଗଦ୍ବାରରେ ଶବ ସତ୍କାର କରିପାରିବେନି ବାହାର ଜିଲ୍ଲାବାସୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାର ଲୋକଙ୍କ ଶବଦାହ ଉପରେ କଟକଣା । ସୋମବାରଠାରୁ ଏହି କଟକଣା ଲାଗୁ କରାଯିବ। ଜିଲ୍ଲା ତଥା ରାଜ୍ୟରେ କୋଭିଡ୍ ଓ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ସ୍ବର୍ଗଦ୍ବାରର କିଛି କର୍ମଚାରୀ ମଧ୍ୟ କୋଭିଡ ଆକ୍ରାନ୍ତ…

ପୁଣି ଆରମ୍ଭ ହେଲା ଜଗା ଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୩ ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହେଲା ଶ୍ରୀଜିଉଙ୍କ ଦର୍ଶନ । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ଗହଳି ଆଶଙ୍କାରେ ମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ ରଖିଥିଲା ପ୍ରଶାସନ । ଏଥିପାଇଁ ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ ଶ୍ରୀଜିଉଙ୍କ ଦର୍ଶନ…

ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ କି ବେଶ ହୁଅନ୍ତି ଜଗନ୍ନାଥ ଜାଣନ୍ତୁ

ଆଶ୍ଵିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଶନିବାରଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଧାଦାମୋଦର ବେଶ :…

ଅଗଷ୍ଟ ୪ରେ ଶ୍ରୀମନ୍ଦିର ପ୍ରଶାସନର ବୈଠକ, ଭକ୍ତଙ୍କ ପ୍ରବେଶ ନେଇ ହୋଇପାରେ ଆଲୋଚନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ନେଇ ଆସନ୍ତା ଅଗଷ୍ଟ ୪ ତାରିଖ ଦିନ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ…

ଆସନ୍ତା କାଲିଠାରୁ କାଳିଆ ଦର୍ଶନ ବନ୍ଦ

ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲିଠାରୁ ସର୍ବ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । କରୋନା ଭାଇରସ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷ୍ଣ କୁମାର କହିଥିବାବେଳେ ଶ୍ରୀମନ୍ଦିରକୁ କେବଳ ପୁରୋହିତ ଏବଂ…