Browsing Tag

it loses its taste and is harmful to the body

ଏହିସବୁ ଖାଦ୍ୟ ଫ୍ରିଜରେ ରଖି ଖାଉଛନ୍ତି କି ? ତେବେ ଏହାର ସ୍ୱାଦ ଯିବା ସହ ଏହା ଶରୀର ପାଇଁ କ୍ଷତିକାରକ

ସାଧାରଣତଃ ଆମେ ବଜାରରୁ ଆଣିଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ସତେଜ ରଖିବା ପାଇଁ ଆମେ ଫ୍ରିଜ ବ୍ୟବହାର କରିଥାଉ । କିନ୍ତୁ ଏମିତି କିଛି ସାମଗ୍ରୀ ଅଛି ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ସ୍ୱାଦ ଓ ସତେଜତା ଶୀଘ୍ର ନଷ୍ଟ ହୋଇଯାଇଥାଏ । ସେଗୁଡିକର ରଙ୍ଗରେ ବି ପରିବର୍ତ୍ତନ…