ଭୋଜନ ସାରିବା ପରେ ସେହି ଥାଳିରେ ହାତ ଧୋଇବା ଅନୁଚିତ, ନହେଲେ ଭୋଗିବାକୁ ପଡେ ଏହିସବୁ ସମସ୍ୟା
ଆମ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ଶାସ୍ତ୍ର ଅନୁଯାୟୀ ବହୁ ଉପାୟ ମାନ ଅବଲମ୍ବନ କରୁ। ଏହା ସହିତ କିଛି ଏପରି ନିୟମ ମାନ ରହିଛି ଯାହାକୁ ବାରଣ କରାଯାଇଛି। ଆଧୁନିକ ଜୀବନରେ ନିଜ ଖୁସି ପାଇଁ ଲୋକେ ବହୁ ନିୟମ ଭଙ୍ଗ କରି ଖରାପ ଅଭ୍ୟାସ ଆଡ଼କୁ ଗତି କରନ୍ତି। ଯାହାର ଫଳ ତାଙ୍କୁ ବହୁ ଗୁଣରେ…