ଚନ୍ଦ୍ରଯାନ ଓ ସୂର୍ଯ୍ୟ ମିଶନ ପରେ ଏବେ ଗଗନୟାନ ପାଇଁ ଇସ୍ରୋର ପ୍ରସ୍ତୁତି
ଚନ୍ଦ୍ରଯାନ ଓ ସୂର୍ଯ୍ୟ ମିଶନ ପରେ ଏବେ ଗଗନୟାନ ପାଇଁ ପ୍ରସ୍ତୁତି । ଗଗନାୟନ ମିଶନ ପାଇଁ ମାନବବିହୀନ ଫ୍ଲାଇଟ ଟେଷ୍ଟ କରିବ ଇସ୍ରୋ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଫ୍ଲାଇଟ ଟେଷ୍ଟ ଭେହିକଲ ଆବୋର୍ଟ ମିଶନ-୧ ପାଇଁ ଇସ୍ରୋ ଜୋରଦାର ପ୍ରସ୍ତୁତି ଚଳାଇଛି । ଏଥିରେ କ୍ରିଉ ଏସକେପ ସିଷ୍ଟମ…