Browsing Tag

ISKCON sends Rs 100 crore defamation notice to Maneka Gandhi

ଇସ୍କନ ବିରୋଧରେ ଏଭଳି ଅଭିଯୋଗ କରିବା ପରେ ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲା ଇସ୍କନ

ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛି ଇସ୍କନ। ନିଜ ଗୋଶାଳାରୁ ଇସ୍କନ କଂସେଇ ମାନଙ୍କୁ ଗାଈ ଯୋଗାଣ କରୁଛି ବୋଲି ମେନକା ଗମ୍ଭୀର ଅଭିଯୋଗ କରିଥିଲେ । ଇସ୍କନ କହିଛି, ମେନକାଙ୍କ ଏପରି ଅପମାନଜନକ, ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ।…