ଗର୍ଭାବସ୍ଥା ସମୟରେ ଶାରୀରିକ ସମ୍ପର୍କ ରଖିବା ଠିକ କି ଭୁଲ ?
ପ୍ରତ୍ୟକ ମହିଳାଙ୍କ ପାଇଁ ମା' ହେବା ସବୁଠାରୁ ବଡ ଖୁସି ହୋଇଥାଏ । ହେଲେ ଗର୍ଭାବସ୍ଥା ସମୟରେ ସମସ୍ତଙ୍କ ମନରେ ଗୋଟେ କଥା ନିଶ୍ଚୟ ଆସିଥାଏ ଯେ ଗର୍ଭାବସ୍ଥା ସମୟରେ କଣ ସଂଭୋଗ କରିବା ଉଚିତ ଓ ସଂଭୋଗ କରିଲେ ପେଟରେ ଥିବା ଶିଶୁ ଉପରେ କିଛି ଖରାପ ପ୍ରଭାବ ପଡିବ ନା ନାହିଁ । ଏଭଳି ଭୟ ମନ ଭିତରେ…