କ’ଣ ସତରେ କୌଣସି କାର୍ଯ୍ୟରେ ଯାଉଥିବାବେଳେ ଯଦି ବିଲେଇ ରାସ୍ତା ଅତିକ୍ରମ କରେ ତାହା ଅଶୁଭ ? ଆସନ୍ତୁ ଜାଣିବା…
ଆଜିକାଲି ଅଧିକାଂଶ ଲୋକଙ୍କ ଘରେ ଗୃହପାଳିତ ପଶୁ ଦେଖିବାକୁ ମିଳୁଛି । କେହି କେହି ବିଲେଇମାନଙ୍କୁ ନିଜ ଘରେ ରଖନ୍ତି ତ ଅନେକ ଲୋକ କୁକୁର ପକ୍ଷୀମାନଙ୍କୁ ରଖନ୍ତି । ବାସ୍ତୁ ଶାସ୍ତ୍ରରେ ଏସବୁ ବିରେ କିଛି ନା କିଛି କୁହାଯାଇଛି । ଠିକ୍ ସେହିପରି ଘରେ ବିଲେଇଙ୍କ ଆଗମନ ଶୁଭ ନା ଅଶୁଭ…