ଚା’ ପରେ ପାଣି ପିଇବା କ’ଣ ଠିକ ? ଶରୀର ଉପରେ ପଡିଥାଏ କିଭଳି ପ୍ରଭାବ
ଆଜିକାଲି ଚା'ର କ୍ରେଜ୍ ବହୁତ। ସେ ଘର ହେଉକି ଅଫିସ୍ କିମ୍ବା ଅନ୍ୟ କୌଣସି ସ୍ଥାନ, ସବୁଠି ଚା'ର ଚାହିଦା। ସକାଳେ କପେ ଚା' ନପିଇଲେ ଲୋକଙ୍କ ଦିନ କଟେନି। କିନ୍ତୁ ଚା' ପିଇବା ପରେ ଅମ୍ଳତା ଏବଂ ଅନ୍ୟାନ୍ୟ ସମସ୍ୟା ଦେଖା ଦିଏ। ତେଣୁ ଏହାକୁ ପିଇବା ସମୟରେ ବିଶେଷ ଯତ୍ନ ନେବା ଆବଶ୍ୟକ।
ଯଦି…