Browsing Tag

Ipl

ଆଇପିଏଲ ୨୦୨୨: ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଲା ଚେନ୍ନାଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ଆଇପିଏଲ୍ ଖେଳିବେ ଓଡ଼ିଆ ପୁଅ। ବେଙ୍ଗଲୁରୁରେ ଚାଲିଥିବା ଆଇପିଏଲ୍ ନିଲାମିର ଦ୍ୱିତୀୟ ଦିନରେ ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗସ। ଶୁଭ୍ରାଂଶୁଙ୍କୁ ତାଙ୍କ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର୍ କିଙ୍ଗସ୍ । ସିଏସକେର ଅଧିନାୟକ…

ଆଇପିଏଲ୍ ପାଇବ ୨ଟି ନୂଆ ଟିମ୍‌, ଆଜି ଦୁବାଇରେ ହେବ ଘୋଷଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ଆଇପିଏଲରେ ୨ଟି ନୂଆ ଟିମ୍ ଚୟନ ପ୍ରସଙ୍ଗ । ନୂଆ ଟିମରେ କଟକ ସାମିଲ ହେଵ କି ନାହିଁ ଆଜି ସ୍ପଷ୍ଟ ହେବ । କଟକ ସହ ଲକ୍ଷ୍ନୌ, ଅହମ୍ମଦାଵାଦ୍ ନୂଆ ଟିମ୍ ରେସରେ ଅଛନ୍ତି । ଇନ୍ଦୋର, ଧର୍ମଶାଳା, ଗୌହାଟୀ ମଧ୍ୟ ନୂଆ ଟିମ୍ ରେସରେ ଅଛନ୍ତି । କିଏ ହେବ ବିଜେତା । ଆଜି…

ଆଇପିଏଲ ଫାଇନାଲ : ଚତୁର୍ଥ ଟ୍ରଫି ଲକ୍ଷ୍ୟରେ ସିଏସକେ, ମାତ୍ ଦେବାକୁ କେକେଆର ତୟାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆଇପିଏଲ ଫାଇନାଲ ମୁକାବିଲା । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଚଳିତ ଆଇପିଏଲରେ ଚେନ୍ନାଇ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲା…

ଆଇପିଏଲ୍‌-୨୦୨୧: ଟି ନଟରାଜନ୍‌ଙ୍କ ସ୍ଥାନରେ ହାଇଦ୍ରାବାଦ ଟିମ୍‌ରେ ସାମିଲ ହେଲେ ଏହି ଖେଳାଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍‌)ର ଦ୍ରୁତ ବୋଲର ଟି ନଟରାଜନ୍‌ କରୋନା ସଂକ୍ରମିତ ହେବା ପରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବୋଲରଙ୍କୁ ସୀମିତ ସମୟ ପାଇଁ ସାମିଲ କରାଯାଇଛି । ନଟରାଜନଙ୍କ ସର୍ଟ ଟର୍ମ ରିପ୍ଲେସମେଣ୍ଟ ଭାବେ ଜାମୁକାଶ୍ମୀର ବୋଲର ତଥା ଏସଆରଏଚ୍‌ ନେଟ…

ଆଇପିଏଲ ୨୦୨୧ : କୋଲକାତାକୁ ଟକ୍କର ଦେବ ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ୍‌ର ୩୪ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଦ୍ୱିତୀୟାର୍ଦ୍ଧର ପ୍ରଥମ ମ୍ୟାଚ୍‌ ଜିତିବା ପରେ ନାଇଟ ରାଇଡର୍ସ ମନୋବଳ ଶିଖର ଛୁଇଁଛି । ଗୁରୁବାର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ବିଜୟ ଜାରି ରଖିବାକୁ ନାଇଟ…

ଓଡିଶା ଇତିହାସରେ ପ୍ରଥମ, ଆଇପିଏଲ୍‌ ନିଲାମୀ ପ୍ରକ୍ରିୟାରେ ସାମିଲ ହେବ କଟକ ରାଜ୍ୟକ୍ରୀଡା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇପିଏଲ୍‌ରେ ସାମିଲ ହେବ ଆଉ ଦୁଇଟି ଟିମ୍ । ଏହାର ଲୋକପ୍ରିୟତା ଏବଂ ବ୍ୟାବସାୟିକ ସୁଯୋଗକୁ ଦୃଷ୍ଟିରେ ରଖି ବିସିସିଆଇ ଏଭଳି ଯୋଜନା କରିଛି। ଏଥିପାଇଁ ନିଲାମ ହେବ ଦେଶର ୬ଟି ସହର । ଯେଉଁଥିରେ ରହିଛି ଗୁଆହାଟି, ରାଞ୍ଚି, କଟକ, ଅହମ୍ମଦାବାଦ, ଲକ୍ଷ୍ନୌ ଏବଂ ଧର୍ମଶାଳା…

ଚେନ୍ନାଇକୁ ବିଜୟ ଭେଟି ଦେଲେ ଡୁପ୍ଳେସିସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍‌)ର ୧୩ ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ  ମୁମ୍ୱାଇ ଇଣ୍ଡିଆନ୍ସକୁ ୫ ଓ୍ୱିକେଟରେ ହରାଇ ବିଜୟୀ ହୋଇଛି ଚେନ୍ନାଇ । ପ୍ରଥମେ ଟସ୍ ଜିତି ମୁମ୍ୱାଇ ଟିମକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କ୍ୟାପଟେନ୍ ଧୋନୀ । ନିର୍ଦ୍ଦାରିତ…

କରୋନା ପାଇଁ ଘୁଞ୍ଚିଲା ଆଇପିଏଲ, ପଢନ୍ତୁ କେବେ ହେବ ଖେଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଛି । କରୋନା ପାଇଁ ସ୍କୁଲ କଲେଜ, ସପିଂ ମଲ୍ ଓ ଜିମ୍ ସେଣ୍ଟର, ସଭାସମିତି ବନ୍ଦ ପାଇଁ ସରକାର ଆଦେଶ ଦେଇଥିବାବେଳେ ଏଥିରୁ ବାଦ ପଡିନି ଆଇପିଏଲ୍ । ଚଳିତବର୍ଷ ଆଇପିଏଲ କରୋନା ପାଇଁ ଘୁଞ୍ଚିଯାଇଛି। ଏପ୍ରିଲ ମାସ 15…