କ୍ୟାନ୍ସର୍ ରୋଗୀଙ୍କ ପାଇଁ ଖର୍ଚ୍ଚ ହେବ ୧ ହାଜର କୋଟି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ଖର୍ଚ୍ଚ କରିବେ ଏକ ହଜାର କୋଟି ଟଙ୍କା। ଏ ନେଇ ସଚିବାଳୟଠାରେ ଟାଟା ଟ୍ରଷ୍ଟ ସହ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି। ବୈଠକରେ…