ଟୀକା ନେବାପରେ ଶରୀର ହେଉଛି ଚୁମ୍ବକୀୟ ଶକ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟୀକା ନେବା ପରେ ଶରୀର ରେ ଉତ୍ପନ ହେଉଛି ଚୁମ୍ବକୀୟ ଶକ୍ତି। କାହାର ପ୍ରଥମ ଡୋଜ ନେବା ପରେ ତ କାହାର ୨ ୟ ଡୋଜ ନେବାପରେ। ଡାକ୍ତର ମାନେ ଏହାକୁ ଗୁଜବ ବୋଲି କହି ସରିବା ପରେ ମଧ୍ୟ ଲୋକେ ନିଜ ଦେହରେ ଚାମୁଚ, ଥାଳି, ଛୁରୀ ଆଦି ଲଗାଇ ଚୁମ୍ବକୀୟ ଶକ୍ତି ଅଛି ବୋଲି…