ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ ବାହାର କଲା ଋଷିଆ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ସଫଳ ହୋଇଛି। ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି ଯେ କରୋନା ଭାଇରସର ଭ୍ୟାକସିନ ପ୍ରସ୍ତୁତି ଶେଷ ହୋଇଛି। ଯଦି ଏହି ଦାବି ସତ ହେବ, ତା’ହେଲେ କରୋନା ଭ୍ୟାକସିନ ବିରୋଧରେ ଏହା ପ୍ରଥମ ଭ୍ୟାକସିନ ହେବ। ଭାରତ,…