ପଥର ପାଲଟି ଯାଉଛି ଏହି ୫ ମାସ ପିଲାର ଶରୀର; ପଢ଼ନ୍ତୁ କିପରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁନିଆ କୁ ଭଲ ଭାବେ ଦେଖିନି ସେ। ଯେଉଁ ବୟସରେ ସେ ମାଆ କୋଳରେ ଖେଳିବା କଥା, ସେହି ସମୟରେ ତା' ପ୍ରତି ଈଶ୍ୱର ଯେମିତି ନିଷ୍ଠୁର ହେଇଯାଇ ଛନ୍ତି। ବୟସ ମାତ୍ର ୫ ମାସ। ବ୍ରିଟେନରେ ଜନ୍ମିତ ଏହି ଶିଶୁଟି ଫାଇବ୍ରୋଡାଇସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା ନାମକ ଏକ…