ରାଜ୍ୟରେ ଏସଏଚଜିମାନଙ୍କ ପାଇଁ ଖୋଲିବ ନୂଆ ମିଶନ ଶକ୍ତି ବିଭାଗ- ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ ସରକାରରେ ମହିଳାମ।ନଙ୍କ ବିକାଶ ସର୍ବୋପରି ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସ କରିଆସିଛି । ଆଗକୁ ଏହା ଜାରି ରହିବ । ମହିଳାମାନଙ୍କ ବିକାଶ ପାଇଁ ଆମେ ପ୍ରତିବଦ୍ଧତାକୁ ଆହୁରି ବଳିଷ୍ଠ କରିବା ପାଇଁ ମୋ ସକକାରରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ…