ବିଶ୍ୱ ବନ୍ଧୁତ୍ୱ ଦିବସ…କେବେଠାରୁ ଓ କାହିଁକି ହୋଇଥିଲା ଆରମ୍ଭ
ବିଶ୍ୱ ବନ୍ଧୁତ୍ୱ ଦିବସ । ସାରା ବିଶ୍ୱ ଏହି ଦିନଟିକୁ ଫ୍ରେଣ୍ଡ ସିପ୍ ଡେ ଭାବେ ପାଳନ କରିଥାଏ । ୧୯୩୦ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ କରାଯାଇଥିଲା । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ…