Browsing Tag

International

ୟୁକ୍ରେନ୍‌ରେ ସାହାରା ପାଲଟିଛି ଭାରତ, ପାକିସ୍ତାନୀ ଯୁବତୀଙ୍କୁ ଉଦ୍ଧାର କଲା ଭାରତୀୟ ଦୂତାବାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ୍‌ ଉପରେ ଅହରହ ଆକ୍ରମଣ କରୁଛି ଋଷ । ଲୋକେ ଉଦ୍ଧାର ପାଇଁ ଖୋଜୁଛନ୍ତି ସାହାରା । ଯୁଦ୍ଧ ଭିତରେ ଭାରତ ସାଜିଛି ରକ୍ଷା କବଚ । ଉଦ୍ଧାର ହେଲେଣି ୧୮ ହଜାରରୁ ଅଧିକ ଭାରତୀୟ । କେବଳ ଭାରତ ନୁହେଁ, ପାକିସ୍ତାନର ବି ସାହରା ସାଜିଛି ଭାରତ । ଯାହାର ଉଦାହରଣ ଏହି…

ଯୁଦ୍ଧ ବନ୍ଦ ପାଇଁ ସର୍ତ୍ତ ରଖିଲା ଋଷ , ଜାଣନ୍ତୁ କଣ

ଋଷର ଘନଘନ ଆକ୍ରମଣରେ ୟୁକ୍ରେନ ବରବାଦ୍‌ ହେବାକୁ ବସିଥିବା ବେଳେ ଯୁଦ୍ଧ ବନ୍ଦ ହେଉନି। ଯୁଦ୍ଧରେ ବିରାମ ଲଗାଇବାକୁ ବେଲାଋଷ ଓ ପୋଲାଣ୍ଡ ସୀମାରେ ଆଲୋଚନା ଚାଲିଛି । ସେପଟେ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି ଋଷ । ୟୁକ୍ରେନ ଏହି ସର୍ତ୍ତ ମାନିଲେ ଋଷ ଆକ୍ରମଣ ବନ୍ଦ କରିବ କହିଛି । ଦୀର୍ଘ ୧୩ ଦିନ…

ୟୁକ୍ରେନର ୪ଟି ସହରରେ ଋଷର ଅସ୍ତ୍ରବିରତି; ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଅନୁରୋଧ ପରେ ନରମିଲେ ପୁଟିନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ସେନା ୟୁକ୍ରେନର ୪ ଟି ସହରରେ ଅସ୍ତ୍ରବିରତି ଘୋଷଣା କରିଛି । ୟୁକ୍ରେନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ୧୨.୩୦ରୁ ୟୁକ୍ରେନରେ ଅସ୍ତ୍ରବିରତି ପ୍ରଯୁଜ୍ୟ ହେବ । ହ୍ୟୁମାନ୍ କରିଡର…

ୟୁକ୍ରେନର ସାମରିକ ବେସ ଉପରେ ଋଷର ଆକ୍ରମଣ, ୭୦ରୁ ଅଧିକ ସୈନିକ ନିହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସ୍ଥିତିରେ ପହଂଚିଛି। ମଙ୍ଗଳବାର ଦିନ ରୁଷର ସାମରିକ ବେସ୍ ଉପରେ ଆକ୍ରମଣରେ ୭୦ରୁ ଅଧିକ ୟୁକ୍ରେନ ସୈନିକ ନିହତ ହୋଇଛନ୍ତି। ରୁଷର ସେନା ଦ୍ରୁତ ଗତିରେ କିଭ ଆଡକୁ ଗତି କରୁଛି । ୟୁକ୍ରେନର ରାଜଧାନୀ କିଭ ଧରିବା ପାଇଁ ଋଷ…

ମଣିଷ ଶରୀରରେ ଲାଗିଲା ଘୁଷୁରୀ ହୃଦୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମଥର ମାନବ ଶରୀରରେ ଲାଗିଲା ଘୁଷୁରୀ ହାର୍ଟ । ଜେନେଟିକ ଅପରେସନ ମାଧ୍ୟମରେ ଜଣେ ୫୭ ବର୍ଷୀୟ ପୁରୁଷ ଶରୀରରେ ଲାଗିଛି ଘୁଷୁରୀ ହାର୍ଟ । ପ୍ରଥମ ଥର ପାଇଁ ଏହି ଐତିହାସିକ ଟ୍ରାନ୍ସପ୍ଲାଣ୍ଟ କରାଯିବା ସହ ଅପରେସନ ସଫଳ ହୋଇଛି । ଶୁକ୍ରବାର ଅସ୍ତ୍ରୋପ୍ରଚାର…

ବରଫପାତରେ ଫସିଲା ଏକାଧିକ କାର, ୨୧ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶନିବାର ପାକିସ୍ତାନର ମୁରୀ ହିଲ୍ ରିସୋର୍ଟରେ ଏକ ଅଭାବନୀୟ ଘଟଣା ଘଟିଛି । ୪ ଫୁଟର ବରଫ ପଡ଼ି କାର ଫସିଯିବା ପରେ ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଏକାଧିକ ଲୋକ ହାଇପୋଥର୍ମିଆରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଇସଲାମାବାଦର ଜଣେ…

ହନୁମାନ ଚାଳିସା ଗାଇଲେ ବିଦେଶିନୀ, ୫ ମିନିଟ୍‌ରେ ଭାଇରାଲ୍ ହେଲା ଭିଡିଓ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡିଆରେ ଜଣେ ବିଦେଶୀ ଝିଅ ହନୁମାନ ଚଳିସା ପାଠ କରୁଥିବାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ବିଦେଶିନୀ ଜଣଙ୍କ ନିଆରା ଢଙ୍ଗରେ ହନୁମାନ ଚାଳିସା ପାଠ କରୁଥିବାର ଦେଖିବାକୁ ମିଳିଛି। ଭିଡିଓ ଦେଖିବା ପରେ ଲୋକଙ୍କ ମୁଡ୍ ଫ୍ରେସ୍ ହୋଇଯାଉଛି। ଏହି ପାଞ୍ଚ…

ଏହି ଦେଶରେ ରାତି ହୁଏନି

ଦିନ ପରେ ରାତି ଆଉ ରାତି ପରେ ଦିନ ହେବା ସୃଷ୍ଟିର ନିୟମ। ଏଭଳି ହେବା ଦ୍ଵାରା ଅନେକ କାର୍ଯ୍ୟ ଶୃଙ୍ଖଳିତ ଓ ଗତାନୁଗତ ଭାବେ ହୋଇଥାଏ। କିନ୍ତୁ ଭାବିଲେ ଯଦି କେବେବି ରାତି ହେବନି କି ଦିନ ହେବନି କେମିତି କଟିବ ଆପଣଙ୍କ ଦିନ। ଆପଣ ଭାବୁଥିବେ ଏମିତି କେମିତି ହେବ ଦିନ ପରେ ରାତି ଅଛି। ଏହା…

ରାତିରେ ସୈନ୍ୟ ପରେଡ଼ କଲା ଉତ୍ତର କୋରିଆ, ଛାନିଆ ଦକ୍ଷିଣ କୋରିଆ

କରୋନା କାଳରେ ଉତ୍ତର କୋରିଆର ସାମରିକ ପରେଡ଼ । ଯାହାକୁ ନେଇ ଛାନିଆ ହୋଇଛି ଦକ୍ଷିଣ କୋରିଆ । ରାତିରେ କିମ୍‌ ଜଙ୍ଗ ଉନ୍‌ଙ୍କ ସେନା ସାମରିକ ପରେଡ଼ କରିଥିବା ନେଇ କହିଛନ୍ତି ଦକ୍ଷିଣ କରିଆର ପ୍ରତିରକ୍ଷା ମନ୍ତ୍ରୀ । ଦକ୍ଷିଣ କରିଆ କହିଛି ଯେ, ସେପ୍ଟେମ୍ବର ୯ତାରିଖକୁ ଉତ୍ତରକୋରିଆର ଜାତୀୟ…

ଆମେରିକାର ଏୟାର ଷ୍ଟ୍ରାଇକ୍, ୫୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ ନିହତ

(ଓଡ଼ିଶା ଫାଷ୍ଟ ): ଆଫଗାନିସ୍ତାନରେ ଚାଲିଥିବା ତାଲିବାନର ଆତଙ୍କରାଜ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ବି ୟୁଏସ ତାଲିବାନର ଆତଙ୍କକୁ ପ୍ରଶ୍ରୟ ଦେବାକୁ ଚାହୁଁନାହିଁ । ରବିବାର ୟୁଏସର ଲଢୁଆ ବିମାନ ବି-୫୨ ବମ୍ବରରୁ ଆତଙ୍କବାଦୀଙ୍କ ଉପରେ…