କର୍ଣ୍ଣାଟକର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ
ଭାଜପାର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଶିବମୋଗ୍ଗାର ଶିକାରୀପୁର ସ୍ଥିତ ବାସଭବନ ସମ୍ମୁଖରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ଼ ହୋଇଛି। ସଂରକ୍ଷଣ ସମ୍ପର୍କିତ ପ୍ରସଙ୍ଗକୁ ବିରୋଧ କରି ଆଜି ଅପରାହ୍ନରେ ବନଜାରା ସଂପ୍ରଦାୟର ଲୋକେ…