Browsing Tag

inspection

ରଥ ଖଳା: ୧୦ ଜଣିଆ ଟିମ୍ ରଥ କାର୍ଯ୍ୟ ଯାଞ୍ଚ କଲେ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଗେଇ ଚାଲିଛି ଶ୍ରୀବିଗ୍ରହଙ୍କ ତିନି ରଥର ନିର୍ମାଣ କାମ । ବଡ଼ପୋଟଳ ଉଠିବା ପରେ ଶନିବାର ତିନି ରଥରେ କଇଁଚି ବାଡ଼ିଆଯାଇଛି । ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ରଥର ପୋଟଳ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୩ ପରସ୍ତରୁ ୧୧ ଟି…

ବରଗଡ଼ ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର

ବରଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବରଗଡ଼ ଗସ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ସେ ସେଠାରେ ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ପରେ ସିକିର୍ଡି ଗାଁରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ ଇନ୍ଟେକ ୱେଲ୍ ପ୍ରକଳ୍ପ ପରିଦର୍ଶନ କରିଛନ୍ତି।…

ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ହେବ – ଅଗ୍ନିଶମ ମହାନିର୍ଦେଶକ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଅଗ୍ନିଶମ ମହାନିର୍ଦେଶକଙ୍କ ଚିଠି ଲେଖିଛନ୍ତି। ଅଗ୍ନିଶମ ଅଧିକାରୀଙ୍କୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦେଶ…