ଊକୁଣି ମରା ଔଷଧ ଲଗାଇ ୫ଗୁରୁତର
ଚାନ୍ଦବାଲି(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନ ଡିଅସାହିରେ ଊକୁଣି ମରା ଔଷଧ ଲଗାଇ ୫ଗୁରୁତର। ଏମାନଙ୍କ ଭିତରେ ୪ଜଣ ନାବାଳିକା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ଗତକାଲି ଊକୁଣି ଔଷଧ ଲଗାଇ…