Browsing Tag

Inner Ratnabhandar of the temple will be opened on the 18th

ଆସନ୍ତା ୧୮ରେ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

ଆସନ୍ତା ଗୁରୁବାର ଅର୍ଥାତ ଜୁଲାଇ ୧୮ ତାରିଖରେ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଶୁଭବେଳା ରହିଛି। ଏହି ସମୟ ମଧ୍ୟରେ ଦୁଇଟି ନୂଆ ତାଲାର ଚାବିରେ ଖୋଲାଯିବ ଭିତର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ…