Browsing Tag

Injure

ଭାଲୁ ଆକ୍ରମଣ : ଜଣେ ଆହତ

ନବରଙ୍ଗପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁରରେ ଭାଲୁ ଆକ୍ରମଣରେ ଜଣେ 65 ବର୍ଷୀୟ ବୃଦ୍ଧ ଆହତ ହୋଇଛନ୍ତି। ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃଦ୍ଧ ଜଣଙ୍କ ନିଜ ଜମିରେ କାମ କରିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ସୂଚନା ।…

୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟିଲା ଭ୍ୟାନ

ପୁରୀ : ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ…

ଦୁର୍ଘଟଣା : ଟ୍ରକ୍ ଓଲଟି ୭୦ ରୁ ଅଧିକ ଆହତ

ଦାରିଙ୍ଗବାଡି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରାହ୍ମଣ ଗାଁ ଥାନା ପୁଟୁଡୁମାହା ଗ୍ରାମର କନ୍ୟା ଯାତ୍ରୀ ଲୋକମାନେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲୀ ଗ୍ରାମକୁ ଏକ ଟ୍ରକରେ ଶତାଧିକ ଲୋକ ଆସୁଥିଲା । ଟ୍ରକ ଭାରସାମ୍ଯ ହରାଇ ଓଲଟି ୭୦ ରୁ ଅଧିକ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ…

ଯାତ୍ରୀବାହୀ ବସ ଦୁର୍ଘଟଣା : 5 ଯାତ୍ରୀ ମୃତ, 30 ଆହତ

ମାଲକାନଗିରି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମାଲକାନଗିରି ସୀମାନ୍ତ ବଡୁଗୁଡାମ ନିକଟରେ ଓଲଟିଲା ଯାତ୍ରୀବାହୀ ବସ ଦୁର୍ଘଟଣା । ବସ ଓଲଟି 5 ଯାତ୍ରୀଙ୍କ ମୃତ ହୋଇଥିବା ବେଳେ 30 ଆହତ ହୋଇଥିବା ସୂଚନା । ବସଟି ବିଜୟୱାଡାରୁ ଭବାନୀପାଟଣା ଆସୁଥିଲା । ସମସ୍ତ ମୃତକ ଓଡ଼ିଶାର ହୋଇଥିବା ସୂଚନା । ଆହତଙ୍କୁ…

ଊକୁଣି ମରା ଔଷଧ ଲଗାଇ ୫ଗୁରୁତର

ଚାନ୍ଦବାଲି(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନ ଡିଅସାହିରେ ଊକୁଣି ମରା ଔଷଧ ଲଗାଇ ୫ଗୁରୁତର। ଏମାନଙ୍କ ଭିତରେ ୪ଜଣ ନାବାଳିକା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଗତକାଲି ଊକୁଣି ଔଷଧ ଲଗାଇ…

ବାଘ ଗଣନାବେଳେ ଆକ୍ରମଣ କଲା ଭାଲୁ, ଦୁଇ ବନ କର୍ମଚାରୀ ଆହତ

କରଞ୍ଜିଆ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ବେଳେ ଅଘଟଣ । ଭାଲୁ ଆକ୍ରମଣରେ ୨ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ କର୍ମଚାରୀଙ୍କୁ ଯଶୀପୁର ମେଡ଼ିକାଲରେ ଚିକିତ୍ସା ପରେ ନିଜ ଘରକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟରେ…

ଜମିଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ୧୧ ଗୁରୁତର, ୧୩ ଆହତ

ମୋହନା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା ଓ ବାଘମାରୀ ପଞ୍ଚାୟତ ଅଧିନ ବିଜିପୁର ଗ୍ରାମବାସୀଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇ ଶେଷରେ ଧାରୁଆ ଅସ୍ତରେ ହଣାହଣି ପର୍ଯ୍ୟନ୍ତ କଥା ଯାଇଛି। ଯାହା…

ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

କରଞ୍ଜିଆ: କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳ ୬ଘଟିକା ସମୟରେ କାଠ କରଞ୍ଜିଆ ପୋଲ ନିକଟରେ ୨ଟି ଟ୍ରକ୍ ମୁହାଁମୁହିଁ…

ବାଇକ-ଅଟୋ ମୁହାଁମୁହିଁ ଧକ୍କା

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ମାହାଙ୍ଗା ମାରଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅଟୋଟି ନାଳରେ ଖସି ପଡ଼ିବାରୁ ଯାତ୍ରୀ ଗୁରୁତର ହୋଇଛନ୍ତି। ବାଇକ ଆରୋହୀ ବିଜୟ କୁମାର ବାରିକ, ଶ୍ରମିଳା ବେହେରା ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ସାଲେପୁର ଗୋଷ୍ଠୀ…