Browsing Tag

India’s first intranasal Covid vaccine by Bharat Biotech gets DCGI approval

ଭାରତର ପ୍ରଥମ ନାଜାଲ୍ କୋଭିଡ ଟିକାକୁ ମିଳିଲା ମଞ୍ଜୁରୀ

ଭାରତର ପ୍ରଥମ ନାଜାଲ୍ କୋଭିଡ ଟିକାକୁ ମଞ୍ଜୁରୀ । ଭାରତ ବାୟୋଟେକ୍ ପ୍ରସ୍ତୁତ ନାଜାଲ୍ ଟିକାକୁ ମଞ୍ଜୁରୀ ଦେଲା ଡିସିଜିଆଇ । ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯାଇପାରିବ ନାଜାଲ୍ ଟିକା । ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଟିକାକୁ ଅନୁମୋଦନ ଦିଆଯାଇଛି। କରୋନା ପାଇଁ ଭାରତ…