ଭାରତୀୟ ଷ୍ଟାର୍ଟଅପ୍ ନିବେଶ ଛୁଇଁଲା ୧୦୦ କୋଟି ଡଲାର
ନୂଆଦିଲ୍ଲୀ : ଭାରତୀୟ ଷ୍ଟାର୍ଟଅପ୍ ଇଣ୍ଡଷ୍ଟ୍ରୀ ପାଇଁ ଖୁସିଖବର । କ୍ରମାଗତ ତୃତୀୟ ତ୍ରୈମାସିକରେ ଭାରତୀୟ ଷ୍ଟାର୍ଟଅପ୍ରେ ନିବେଶ ୧୦୦ କୋଟି ଡଲାର ଛୁଇଁଛି । ୨୦୨୨ର ପ୍ରଥମ ତ୍ରୈମାସ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୧୪ଟି କମ୍ପାନୀ ୟୁନିକର୍ଣ୍ଣର ମାନ୍ୟତା ହାସଲ କରିଛନ୍ତି । ଏହା ସହିତ ଦେଶରେ…