ଖୁସି ଖବର ଜୁନ ମାସରୁ ଚାଲିବ ଟ୍ରେନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତୀୟରେଳ ଜୁନ ୧ରୁ ୨୦୦ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ ନନ ଏସି ହେବ। ରେଳମନ୍ତ୍ରୀ ପିୟୁଷ ଗୋଏଲ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ଗୋଏଲଙ୍କ ଅନୁଯାୟୀ ଭାରତୀୟ ରେଲଓ୍ଵେ ଜୁନ ୧ରୁ ନିଜର ସମୟ ସାରଣୀ ହିସାବରେ ପ୍ରତିଦିନ ୨୦୦ ନନଏସି ଟ୍ରେନ୍…