ଏୟାର ଇଣ୍ଡିଆ ପାଇଲଟ ଅରବିନ୍ଦ କାଠପାଲିଆଙ୍କ ଲାଇସେନ୍ସ ରଦ୍ଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ)- ମଦ୍ୟପାନ କରିବା ଅଭିଯୋଗରେ ଏୟାର ଇଣ୍ଡିଆର ଡାଇରେକ୍ଟର ଅଫ୍ ଅପରେଶନ୍ସ ତଥା ପାଇଲଟ ଅରବିନ୍ଦ କାଠପାଲିଆଙ୍କ ଲାଇସେନ୍ସକୁ ୩ ବର୍ଷ ପାଇଁ ରଦ୍ଧ କରାଯାଇଛି। ରବିବାର ବିମାନ ଉଡ଼ାଇବା ପୂର୍ବରୁ କାଠପାଲିଆଙ୍କ ମଦ୍ୟପାନ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସେ ମଦ୍ୟପାନ…