Browsing Tag

Indian oil

ଇଣ୍ଡିଆନ ଅଏଲ କ୍ୟାମ୍ପସରେ ଭୀଷଣ ଅଗ୍ନିକାଣ୍ଡ

ପଶ୍ଚିମବଙ୍ଗର ହଲଦିଆ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି)ର କ୍ୟାମ୍ପସରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି। ନିଆଁ ଲିଭା କାର୍ଯ୍ୟରେ ଦମକଳ ବିଭାଗର ଅନେକ ଆଡି ନିୟୋଜିତ ଅଛନ୍ତି। ନିଆଁକୁ ନିୟନ୍ତ୍ରଣ…

ଜଗନ୍ନାଥଙ୍କ ୬ ଏକର ଜମିକୁ କିଣିଲା ଇଣ୍ଡିଆନ୍ ଅଏଲ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଟଣୀ ବ୍ଲକ୍ ଛଣଘର ପଞ୍ଚାୟତରେ ଥିବା ୬ ଶହ ଏକର ଜମିକୁ କିଣିଲା ଇଣ୍ଡିଆନ୍ ଅଏଲ୍ କର୍ତ୍ତୃପକ୍ଷ। ଇଣ୍ଡିଆନ ଅଏଲ୍ ଅନେକ ଜମିକୁ ବ୍ୟବହାର କରୁଥିବା ନେଇ ସ୍ଥାନୀୟ କିଛି ଲୋକେ ଅଭିଯୋଗ ଆଣିଥିଲେ। ତେଣୁ ଇଣ୍ଡିଆନ୍ ଅଏଲ୍ ତା’ର ଆବଶ୍ୟକତାକୁ ନେଇ ଜଗନ୍ନାଥଙ୍କ ଜମିର ଖାତା…