Browsing Tag

Indian army

ଅଗ୍ନିପଥ’ ଯୋଜନା : ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପି ଜୋରଦାର ପ୍ରତିବାଦ ଲାଗିରହିଛି । ଏହାକୁ ପ୍ରଶମିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଅର୍ଦ୍ଧସାମରିକ ବଳରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ଅଗ୍ନିବୀର ଭାବେ ୪ ବର୍ଷ କାର୍ୟ୍ୟକାଳ ଶେଷ…

ଅଗ୍ନିପଥ ଯୋଜନା: ୨୧ରୁ ୨୩ ବର୍ଷ ଯାଏଁ ବଢିଲା ଆବେଦନ ବୟସ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କେନ୍ଦ୍ର ସରକାର ୨ ବର୍ଷ ହେଲା କରୋନା କାରଣରୁ ସେନାରେ ଭର୍ତ୍ତି ହୋଇ ନ ପାରିଥିବା ଯୁବଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ଥି ପ୍ରଦାନ କରିଛନ୍ତି। ଏଭଳି ଯୁବକମାନେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହୋଇପାରିବେ। ସରକାର ଏହି ଯୋଜନା ପାଇଁ ପ୍ରାର୍ଥୀଙ୍କ ବୟସ ୨୧ରୁ ୨୩…

ଜେନେରାଲ ମନୋଜ ପାଣ୍ଡେଙ୍କ ମୁଖ୍ୟ ସେନାପତି ଭାବରେ ଦାୟିତ୍ ଗ୍ରହଣ

ନୂଆଦିଲ୍ଲୀ: ଜେନେରାଲ ମନୋଜ ପାଣ୍ଡେ ଶନିବାର ଦିନ ସେନା କର୍ମଚାରୀଙ୍କ 29 ତମ ମୁଖ୍ୟ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି। ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିବା ଜେନ ପାଣ୍ଡେ, କର୍ପସ ଅଫ୍ ଇଞ୍ଜିନିୟର୍ସର ପ୍ରଥମ ଅଧିକାରୀ ହୋଇଥିଲେ। ଫେବୃଆରୀ ୧ ରେ ସେନାର ଉପାଧ୍ୟକ୍ଷ ଭାବରେ ଦାୟିତ୍ ଗ୍ରହଣ…

ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ଆହତ

ଜାମ୍ମୁ କାଶ୍ମୀରର ଉଧମପୁର ପାଟନିଟପ ନିକଟରେ ଆଜି ଗୋଟି ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଦୁଇଜଣ ପାଇଲଟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁଇ ପାଇଲଟମାନଙ୍କୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିବାର ଜଣାପଡ଼ିଛି । ଏହାସହ ଘଟଣା ସମ୍ବନ୍ଧରେ ଖବର ପାଇ ପୋଲିସ ଟିମ…

ଡ୍ରାଗନ୍‌ ବିରୋଧରେ ଜୋର୍‌ଦାର ଆକ୍ରମଣ ପାଇଁ ସେନା ପ୍ରସ୍ତୁତ, ଅପେକ୍ଷା କେବଳ ନିର୍ଦ୍ଦେଶକୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଲୱାନ ଉପତ୍ୟାକାରେ ବିଶ୍ୱାସଘାତକତା କରି କାପୁରୁଷଙ୍କ ଭଳି ଭାରତୀୟ ଯବାନଙ୍କ ଉପରେ ଚାଇନାର ଷଡ଼ଯନ୍ତ୍ରପୂର୍ଣ୍ଣ ଆକ୍ରମଣର ଜବାବ ଦେବାକୁ ସେନା ତୟାର୍‌ ରହିଛି । ଚାଇନା ବାରମ୍ବାର ଭାରତୀୟ ଅଞ୍ଚଳରେ ବେଆଇନ୍‌ ଭାବରେ ପ୍ରବେଶ କରୁଥିବାରୁ ଏହା ବିରୋଧରେ ଦୃଢ ସାମାରିକ…

ସାଧାରଣତନ୍ତ୍ର ଦିବସରେ ସହିଦ ଯବାନଙ୍କ ମୃତଦେହ ଆଜି ପହଞ୍ଚିବ ପୈତୃକ ଗାଁରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ଖବର ସମଗ୍ର ଓଡିଶା ବାସୀଙ୍କୁ ଦୁଃଖିତ କରିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁର ହେମନ୍ତ ପଣ୍ଡା ଗତକାଲି ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ଆଜି ହେମନ୍ତଙ୍କ ମୃତଦେହ…