ପ୍ରଣବ,ଭୁପେନ ଓ ନାନାଜୀଙ୍କୁ ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ୩ ବିଶିଷ୍ଟ ବ୍ୟକ୍ତି ଚଳିତ ବର୍ଷ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକା ଏବଂ ସମାଜସେବୀ ନାନାଜୀ ଦେଶମୁଖ । ମହାମହିମ…