Browsing Tag

India

ଚୀନକୁ ଚେକ ଦେବାକୁ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ଏକଜୁଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୀନ ବିରୋଧରେ ସମଗ୍ର ବିଶ୍ବ ଏବେ ଏକଜୁଟ୍ ହେବାରେ ଲାଗିଛି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ କହିଛନ୍ତି। ସି ଜିନପିଙ୍ଗଙ୍କ ନେତୃତ୍ବ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ଅନ୍ୟ ରାଷ୍ଟ୍ର ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି। ଚୀନର ସାମରିକ…

ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଂଉଟ ହ୍ୟାକ୍ ହୋଇଛି। ଗତକାଲି ରାତ୍ରି ପ୍ରାୟ ୩ଟା ୧୫ ମିନିଟରେ ହ୍ୟାକ୍ ହୋଇଥିବା ଜଣାପଡିଛି। ବ୍ୟକ୍ତିଗତ ଆକାଂଉଟରେ ଅଛନ୍ତି ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି। ଆକାଉଣ୍ଟ ହ୍ୟାକ୍‌ ହେବା…

ଭାରତ-ଚୀନ୍ ସେନା ପକ୍ଷରୁ ଟ୍ୟାଙ୍କ ମୁତୟନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ-ଚୀନ୍ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଦ୍ୱିତୀୟ ଥର ସଂଘର୍ଷ ହେବାପରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ କୂଳରେ ପରିସ୍ଥିତି ଜଟିଳ ହୋଇଛି। ମଙ୍ଗଳବାର ବ୍ରିଗେଡ କମାଣ୍ଡରସ୍ତରୀୟ କଥାବର୍ତ୍ତା ଜାରି ରହିଥିବାବେଳେ ଦୁଇ ଦେଶର ସେନା ପକ୍ଷରୁ ଗୁଳି…

ଭାରତରେ ୨୨୯୩ ମୃତ : ୨୪ ଘଣ୍ଟାରେ ୩୬୦୪ ନୂଆ ସଂକ୍ରମିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ୭୦ ହଜାର ୭୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୯୩ ଜଣଙ୍କ ମୃତ୍ୟୁଘଟିଛି। ବର୍ତ୍ତମାନ ସୁଦ୍ଧା ୨୨ ହଜାର ୪୫୪ ଜଣ ସୁସ୍ଥ…

ରେକର୍ଡ ଭାଙ୍ଗିଲା ସୁନା ଦର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ବଜାରର ସବୁ ରେକର୍ଡ ଭାଙ୍ଗିଲା ସୁନା ଦର । ଗତ କିଛିଦିନ ହେବ ଲଗାତାର ଭାବେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଏହା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି କାଲି ଠାରୁ ଆଜି ପର୍ଯ୍ୟନ୍ତ ସୁନା ଦର ପ୍ରାୟ ୧୧୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବର୍ତ୍ତମାନ ୩୮…

କୁଳଭୂଷଣଙ୍କୁ ଛାଡିଲେ ସୁଦୃଢ ହେବ ଭାରତ, ପାକିସ୍ତାନ ସମ୍ପର୍କ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଜେଲରୁ ଛାଡ଼ିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ତାଙ୍କ ସାଙ୍ଗ ସଚିନ୍ କାଲେ । କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ଅନ୍ତର୍ଜାତୀୟ ଅଦାଲତ…

ଓମ୍‌ ବିର୍ଲା ୧୭ତମ ଲୋକସଭା ବାଚସ୍ପତି ନିର୍ବାଚିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନ କୋଟା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି । ବୁଧବାର ବାଚସ୍ପତି ଭାବେ ତାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ରଖିଥିଲେ । ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂ ସମର୍ଥନ କରିଥିଲେ ।…

ଭାରତ ବୀର ପୁତ୍ର ଅଭିନନ୍ଦଙ୍କ ସ୍ୱାଗତରେ କମ୍ପିଲା ଅଟାରୀ ବର୍ଡର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିତିଲେ ମୃତ୍ୟୁକୁ ନୁଆଁଇଲେ ଶତ୍ରୁକୁ । ଏଭଳି ଏକ ବୀର ଯବାନଙ୍କୁ ସ୍ୱାଗତ କରିଛି ଭାରତ । ଦୁର୍ଘଟଣା ରୁ ବର୍ତ୍ତିବା ପରେ ୬୦ ଘଣ୍ଟା ପାକିସ୍ତାନରେ ବନ୍ଦୀ ହୋଇ ରହିବା ପରେ ଆଜି ରାତି ୯ଟା ୨୦ରେ ଅଟାରୀ ବର୍ଡର ଦେଇ ଆଜି ଭାରତ ଫେରିଛନ୍ତି ଭାରତୀୟ ବାୟୁସେନାରେ…

ଫୁଲଓ୍ବାମା ପ୍ରତିଶୋଧ, ପିଓକେରେ ବୋମା ମାଡ଼ କଲା ଇଣ୍ଡିଆନ ଏଆରଫୋର୍ସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲଓ୍ବାମା ଆତଙ୍କବାଦୀ ହାମଲାର ପ୍ରତିଶୋଧ ନେଇଛି ଭାରତ । ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକାଯାଇଛି । ବାୟୁସେନାର ୧୨ ମିରାଜ୍‌-୨୦୦୦ ଯୁଦ୍ଧବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି…

୨୯ରେ ରହିବେନି ବିଚାରପତି, ଘୁଞ୍ଚିଲା ଅଯୋଦ୍ଧା ମାମଲା ଶୁଣାଣି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୯ତାରିଖରେ ଅଯୋଦ୍ଧା ମାମଲାର ଶୁଣାଣି ହୋଇ ପାରିବ ନାହିଁ । ଏହି ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା ନୂଆ ଖଣ୍ଡପୀଠ ମଧ୍ୟରୁ ଜଷ୍ଟିସ୍‌ ଏସ୍‌.ଏ. ବୋବଡେ ଅନୁପସ୍ଥିତ ରହୁଥିବା ଯୋଗୁଁ ଏହାର ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ସୁପ୍ରିମକୋର୍ଟ ପକ୍ଷରୁ ଏକ…

You cannot copy content of this page