Browsing Tag

India

ବଢିଚାଲିଛି ମୃତ୍ୟୁ ସଂଖ୍ୟା; ଟପିଲାଣି ୪ହଜାର, ତୁର୍କୀକୁ ସହାୟତାର ହାତ ବଢ଼ିଲା ଭାରତ

ତୁର୍କୀ ଓ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୪୦୦୦ ଟପିଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୁର୍କୀରେ ୪୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କ୍ରମାଗତ ୩ଟି ବଡ଼ଧରଣର ଭୂକମ୍ପରେ…

ଚୀନକୁ ପଛରେ ପକାଇବ ଭାରତ

ଭାରତରେ ଅନିୟନ୍ତ୍ରିତ ଭାବରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କୌଣସି ନୀତି ନିର୍ଦ୍ଧାରଣ ହୋଇନଥିବା ବେଳେ ସୋମବାର ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ପ୍ରତ୍ୟେକଙ୍କୁ ଚିନ୍ତାରେ ପକାଇଛି । ଏହି ରିପୋର୍ଟ ମୁତାବକ ୨୦୨୩ ସୁଦ୍ଧା ଭାରତ ବିଶ୍ବର ସର୍ବାଧିକ…

ଆସିବ କି ୪ର୍ଥ ଲହର ? ଦେଶରେ ଚିହ୍ନଟ ହେଲା ନୂଆ ଭାରିଆଣ୍ଟ

ଗତ କିଛି ଦିନ ହେବ ଦେଶରେ ଲଗାତାର ୧୫ ହଜାର ଉପରେ ସଂକ୍ରମଣ ମାମଲା ରହିଥିବା ବେଳେ ଏବେ ପୁଣି ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ। ଓମିକ୍ରନର ନୂଆ ଭାରିଆଣ୍ଟ ବିଏ ୨.୭୫ ଚିହ୍ନଟ ହୋଇଛି । ଏନେଇ ଗତକାଲି(ବୁଧବାର) ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର(WHO) ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧନୋମ୍‌…

ଆସନ୍ତାକାଲି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚ ବା (ବିଏଏମସିଇଏଫ୍‌) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମେ’ ୨୫ତାରିଖ ଅର୍ଥାତ୍‌ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ସରକାରଙ୍କ ଓବିସି ମାନଙ୍କ ଜାତି ଆଧାରିତ ଜନଗଣନା ନକରାଯିବା ବିରୋଧରେ…

ୟୁକ୍ରେନ୍‌ରେ ସାହାରା ପାଲଟିଛି ଭାରତ, ପାକିସ୍ତାନୀ ଯୁବତୀଙ୍କୁ ଉଦ୍ଧାର କଲା ଭାରତୀୟ ଦୂତାବାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ୍‌ ଉପରେ ଅହରହ ଆକ୍ରମଣ କରୁଛି ଋଷ । ଲୋକେ ଉଦ୍ଧାର ପାଇଁ ଖୋଜୁଛନ୍ତି ସାହାରା । ଯୁଦ୍ଧ ଭିତରେ ଭାରତ ସାଜିଛି ରକ୍ଷା କବଚ । ଉଦ୍ଧାର ହେଲେଣି ୧୮ ହଜାରରୁ ଅଧିକ ଭାରତୀୟ । କେବଳ ଭାରତ ନୁହେଁ, ପାକିସ୍ତାନର ବି ସାହରା ସାଜିଛି ଭାରତ । ଯାହାର ଉଦାହରଣ ଏହି…

ଭାରତର ଏହି ହ୍ରଦରେ କୋଟି କୋଟି ଟଙ୍କାର ସୁନା-ରୂପା ଭଣ୍ଡାର ରହିଛି

ହିମାଚଳ ପ୍ରଦେଶକୁ ଭାରତରେ ଦେବ ଭୁମି ନାମରେ ଜଣାଯାଏ। କାରଣ ଏହି ସ୍ଥାନର ପ୍ରତ୍ୟେକ କୋଣରେ ରହସ୍ୟ ଲୁଚି ରହିଛି। ଜଳ ପ୍ରଳୟ, ପୃଥିବୀରେ ଜନ୍ମ ହୋଇଥିବା ପ୍ରଥମ ମଣିଷର ରହସ୍ୟ, ମହାଭାରତ ସମୟର କୌରବ ଏବଂ ପାଣ୍ଡବଙ୍କ ସହିତ ଜଡିତ ଅନେକ ଆକର୍ଷଣୀୟ ଏବଂ ରହସ୍ୟମୟ ଜିନିଷ ଏଠାରେ ଦେଖିବାକୁ ମିଳେ।…

ଭାରତର ଏହି ସ୍ଥାନରେ ରହିଛି ବେଙ୍ଗ ମନ୍ଦିର

ଭାରତର ମନ୍ଦିରରେ ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରାଯାଇଥାଏ, କିନ୍ତୁ ଆପଣ କେବେ ଏମିତି ମନ୍ଦିର ବିଷୟରେ ଶୁଣିଛ ଯେଉଁଠାରେ ବେଙ୍ଗ ପୂଜା ପାଆନ୍ତି?ବାସ୍ତବରେ, ଏହି ଭଳି ଅନନ୍ୟ ମନ୍ଦିର ଉତ୍ତରପ୍ରଦେଶର ଲକ୍ଷ୍ମୀପୁର-ଖେରୀ ଜିଲ୍ଲାର ଓୟାଲ ସହରରେ ଅବସ୍ଥିତ। ଏହା ହେଉଛି ଭାରତର ଏକମାତ୍ର…

ଆପଣ ଜାଣିଛନ୍ତି କି : ଭାରତରୁ କେତୋଟି ଟ୍ରେନ ବିଦେଶ ଯାଇଥାଏ ଓ କେଉଁ କେଉଁ ଦେଶକୁ ଯାଇଥାଏ? ଏବେ ଜାଣିରଖନ୍ତୁ

ଆମର ଦେଶର ସବୁଠାରୁ ବଡ ଲାଇଫଲାଇନ ‘ରେଲୱେ’ କୁ ହିଁ କୁହାଯାଏ କାରଣ ରେଳମାର୍ଗରେ ପ୍ରତିଦିନ କୋଟିକୋଟି ସଂଖ୍ୟାରେ ଲୋକ ଯାତ୍ରା କରନ୍ତି । କିଏ ନିଜର କାମରେ, କିଏ କାହାକୁ ଭେଟିବା ପାଇଁ ତ କିଏ ଚାକିରି ପାଇଁ ଯିବାକୁ ରେଳମାର୍ଗର ଉପଯୋଗ କରନ୍ତି । ରେଲୱେର ଅଧିକ ବ୍ୟବହାର ଏଥିପାଇଁ ମଧ୍ୟ…

ପ୍ରଥମ ଟି-୨୦ ଜିତିଲା ଭାରତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଥମ ଟି-୨୦ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲଙ୍କ ୫୧ ରନ ଓ ରବୀନ୍ଦ୍ର ଜାଜେଡାଙ୍କ ଅପରାଜିତ ୪୧ ରନ ବଳରେ…

ଭାରତ ଓ ଆମେରିକା ମଧ୍ୟରେ ୫ଟି ରାଜିନାମା ଉପରେ ଚୁକ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୂଆଦିଲ୍ଲୀରେ ଆୟୋଜିତ ୨+୨ ମନ୍ତ୍ରୀ ସ୍ତରୀୟ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ୫ଟି ବଡ ରାଜିନାମା ଉପରେ ସ୍ୱାକ୍ଷର ହୋଇଛି। ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର,…

You cannot copy content of this page