ସିଂହନାଥ ପୀଠରେ ଦଳଚକଟା ଘଟଣା; ଲାଗୁ ହେଲା ୧୪୪ ଧାରା
ମକର ସଂକ୍ରାନ୍ତିରେ ବଡ଼ମ୍ବା ସିଂହନାଥ ପୀଠରେ ଦଳଚକଟା ଘଟଣା । ପୀଠରେ ଲାଗିଲା ୧୪୪ ଧାରା । ରବିବାର ଓ ସୋମବାର ଭକ୍ତଙ୍କୁ ଦର୍ଶନ ମନା । ବଡ଼ମ୍ବା ମହାନଦୀ ପଠାରେ ବସିଥିବା ଉଠା ଦୋକାନୀଙ୍କୁ ପଳାଇ ଯିବାକୁ ଅପିଲ କରିଛି ପୋଲିସ ପ୍ରଶାସନ । ଘଟଣାସ୍ଥଳରେ ଏବେ ୭ ପ୍ଲାଟୁନ ଫୋର୍ସ ମୁତୟନ…