ଗତ ୨୪ ଘଣ୍ଟାରେ ୧,୦୮୬ କୋଭିଡ୍ ଆକ୍ରାନ୍ତ; ୭୧ ମୃତ
ନୂଆଦିଲ୍ଲୀ: ଦୀର୍ଘ ୭୧୫ ଦିନ ପରେ ଗତ ସୋମବାର ଦିନ ଦେଶରେ ପ୍ରଥମ ଥର ପାଇଁ ଦୈନିକ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୧୦୦୦ ତଳକୁ ଖସିଥିବା ବେଳେ ଆଜି ପୁନର୍ବାର ୧୦୦୦ ଉପରକୁ ଚାଲିଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪…