କଂଗ୍ରେସର ଜନ ଆକାଂକ୍ଷା ରାଲି, ମୋଦିଙ୍କ ଉପରେ ବର୍ଷିଲେ ରାହୁଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରର ପାଟନାସ୍ଥିତ ଗାନ୍ଧୀ ମଇଦାନରେ ରବିବାର କଂଗ୍ରେସ ପକ୍ଷରୁ ଜନ ଆକାଂକ୍ଷା ରାଲି ଆୟୋଜିତ ହୋଇଥିଲା । ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଶାସନାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ…