Browsing Tag

In order to raise a suitable child

ଉପଯୁକ୍ତ ସନ୍ତାନ ଗଢିବା ପାଇଁ ହେଲେ ପିତାମାତା ଏଥିପ୍ରତି ନିହାତି ଦୃଷ୍ଟି ଦେବା ଦରକାର

ସଫଳତାର ପୁଞ୍ଜି କହୁଛି ଯେ ସନ୍ତାନକୁ ନେଇ ପିତାମାତା ସର୍ବଦା ସଜାଗ ରହିବା ଆବଶ୍ୟକ l ଯଦି ଏଥିରୁ ଟିକିଏ ମାତ୍ର ଏପଟ ସେପଟ ହୋଇଯାଏ ତାର ପରିଣାମ ଭୟଙ୍କର ହୋଇଥାଏ l ପିତାମାତା ନିଜ ସନ୍ତାନର ଲାଳନପାଳନ ସେପରି କରିବା ଆବଶ୍ୟକ ଯେପରି ମାଳି ଗଛର କରିଥାଏ l ଏହି କଥାକୁ ଅଣଦେଖା କରନ୍ତୁ…