Browsing Tag

in Odisha

ଓଡ଼ିଶାରେ ବିଜେପି ଓ ବିଜେଡି ସରକାର ପାର୍ଟନରସିପ୍‌ରେ ଚାଲିଛି: ରାହୁଲ ଗାନ୍ଧୀ

ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର। ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି ଏହି ସରକାର। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଏଠାରେ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ…

ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ, କିନ୍ତୁ ସଚିବଙ୍କୁ କହିଲେ ନୁହେଁ: ପ୍ରଭାତି ପରିଡା

ଓଡିଶାରେ ନାହିଁ ଗଣତନ୍ତ୍ର । ସମ୍ବାଦ ଉପରେ ଇଓଡବ୍ଲୁ ରେଡ୍ ନେଇ ବିଜେପି ନେତ୍ରୀ ପ୍ରଭାତି ପରିଡାଙ୍କ ବଡ ବୟାନ । କହିଲେ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ । ହେଲେ ସଚିବଙ୍କୁ କହିଲେ ସରକାର ପ୍ରତିଶୋଧ ପରାୟଣ ହୋଇଯିବେ । ସଚିବଙ୍କୁ ନେଇ କହିଛନ୍ତି, ଦରମା ନେଇ ସେବା କରିବାକୁ…

ଓଡ଼ିଶାରେ ୨୦୨୧-୨୨ରେ ଜିଏସ୍ଟି ସଂଗ୍ରହରେ ୨୭% ଅଭିବୃଦ୍ଧି

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ଜୋନ୍ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ୍ ରାଜସ୍ୱ ସଂଗ୍ରହ ପରିମାଣ ୫୦,୯୭୮ କୋଟି ଟଙ୍କା (ଆନୁମାନିକ)ରେ…

ଓଡିଶାରେ ଲକ୍ଷେ ଟପିଲା କରୋନା ସୁସ୍ଥ; କୋଭିଡ ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାରେ ମହାମାରୀ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀ ଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଏହି ପାଇଁ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମକୁ ମଙ୍ଗଳବାର ଦିନ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ଟୁଇଟ କରି…

ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ମୃତକ ଜଣକ ୭୨ ବର୍ଷୀୟ ବ୍ୟକ୍ତି । ସେ ଝରପଡା ଅଞ୍ଚଳର । ତାଙ୍କର କ୍ରୋନିକ ହଇପରଟେନସନ ଥିଲା । ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ପ୍ରଥମ କରୋନା ମୃତ୍ୟୁକୁ ନେଇ ଚିନ୍ତା…

ବାତ୍ୟା ବୁଲବୁଲ ପ୍ରଭାବରେ ୮୦ ରୁ ୯୦ କିମି ବେଗରେ ବହିବ ପବନ । ୮ତାରିଖରୁ ପ୍ରବଳ ବର୍ଷିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ବୁଲବୁଲ ଓଡ଼ିଶାରେ ଲାଣ୍ଡଫଲ କରୁନଥିଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହେବ । ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଯିବା ସମୟରେ ଉପକୂଳ ଓଡିଶାରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ପାଣିପାଗ କେନ୍ଦ୍ର…

ପଢ଼ନ୍ତୁ ସ୍ୱାଧୀନତା ଦିବସରେ କେଉଁ ସ୍ଥାନରେ କେଉଁ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବାପରେ ପ୍ରତିବର୍ଷ ଏହି ଦିନକୁ ସ୍ୱାଧୀନତା ଦିବସ ଭାବେ ଆମେ ପାଳନ କରି ଆସୁଛୁ । ପୂର୍ବ ବର୍ଷ ଗୁଡିକ ପରି ଏବର୍ଷ ମଧ୍ୟ ସ୍ଵାଧିନତା ଦିବସ ପାଳନ ହେବାକୁ ଯାଉଛି । ପ୍ରତି ଜିଲ୍ଲାରେ ଚାଲିଛି ଜୋରଦାର ପ୍ରସ୍ତୁତି ।…

ରି ପୁଲିଂ ପାଇଁ ନିର୍ବାଚନ ଅଧିକାରୀ ଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ୪ର୍ଥ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରେ ହୋଇଥିବା ବ୍ୟାପକ ଅନିୟମିତତା ର ପ୍ରମାଣ ନେଇ ଦିଲ୍ଲୀ ଗସ୍ତ କରିବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ତାହା ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ…

ନବୀନଙ୍କ ମାଷ୍ଟର କାର୍ଡ ମିନିମମ ୩୦ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଯେତେ ନିକଟତର ହେଉଛି ବିଜେଡ଼ିର ରଣନୀତି ବି ସେତିକି ଜୋରଦାର ହେଉଛି । ନୂଆ ନୂଆ ଯୋଜନା ସାଙ୍ଗକୁ ଟିକେଟ ବଣ୍ଟାରେ ବି ହେଉଛି ନୂଆ ଷ୍ଟାଟାଜି । ବିଜେଡ଼ି ଦାବି କରୁଥିବା ୩୩% ମହିଳା ସ୍ଥାନ ସରକ୍ଷଣକୁ ନବୀନ ପ୍ରାଧାନ୍ୟ ଦେଇଛନ୍ତି । ଏବଂ ପ୍ରତିଟି…

ଗଡ଼ିଲାନି ଚକ, ରାଜପଥ ଶୂନଶାନ୍, ସଫଳ ହେଲା ବନ୍ଦ ଡାକରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ଅଭିଯୋଗରେ ୧୦ଟି ଶ୍ରମିକ ସଂଗଠନ ଏହି ବନ୍ଦ ଡାକରା ଦେଇଛି । ପ୍ରାୟ ୨୦ କୋଟି କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ଏହି ବନ୍ଦକୁ ଟେଲିକମ୍,…