ମାଲକାନଗିରିରେ ୫ଟି ସଚିବ ଭି.କେ. ପାଣ୍ଡିଆନ, ୨୦୨୪ ସୁଦ୍ଧା ଉଡିବ ବିମାନ
ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣା ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ବୁଧବାର ସକାଳେ ସ୍ୱାଭିମାନ ଅଞ୍ଚଳରୁ ଆସି ମାଲକାନଗିରିରେ ପହଞ୍ଚିଥିଲେ ।…