Browsing Tag

in Dhenkanal district

ବିଦ୍ୟୁତ୍‌ ଆଘାତରେ ଏକକାଳୀନ ୭ ହାତୀଙ୍କ ମୃତ୍ୟୁ ଘଟଣା: ସେସୁକୁ ଏନ୍‌ଜିଟି ଛାଟ, ଜରିମାନା ଟଙ୍କା ୪ କୋଟିକୁ ବୃଦ୍ଧି

ଓଡିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗରେ ବିଦ୍ୟୁତ୍‌ ଆଘାତରେ ଏକକାଳୀନ ୭ ହାତୀଙ୍କ ମୃତ୍ୟୁ ଘଟଣାରେ କଡ଼ା ଅଭିମୁଖ୍ୟ ପୋଷଣ କରିଛନ୍ତି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) । ହାତୀ ମୃତ୍ୟୁ ପାଇଁ ଏନ୍‌ଜିଟି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ…

ଦଳିଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଘୂରିବୁଲୁଥିବା ହିଂସ୍ର ଦନ୍ତା ପୁଣି ଜଣେ ମହିଳାଙ୍କୁ କଚାଡ଼ି ମାରିଛି । ମୃତକ ହେଲେ କନ୍ଦରସିଂହା ପଞ୍ଚାୟତ ମଝିକା ଝରାସାହିର ଚାଣ୍ଟି ବେହେରା । ଏଥିରେ ତାଙ୍କ ସ୍ବାମୀ ସୁରେଶ ଗୁରୁତର ହୋଇଛନ୍ତି…

ହାତୀ ମୃତ୍ୟୁ ପାଇଁ ସେସୁ କୁ କୋଟିଏ ଟଙ୍କାର ଜୋରିମାନା ଲଗାଇଲା ଏନ. ଜି. ଟି ।

ଓଡ଼ିଶା ଫାଷ୍ଟ(ବୁରୋ): ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ. ଜି. ଟି) ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ସେସୁର ଅବହେଳା ଯୋଗୁଁ ୧ କୋଟି ଟଙ୍କାର ଜୋରିମାନା କରିଛି । ଏନ. ଜି. ଟି ନିଜ ତରଫରୁ ଏକ ମାମଲା ରଜ୍ଜୁ କରିବା ସହ ସେସୁ କୁ ଏହାପାଇଁ ଦାୟି କରିଥିଲା । ଏହି ମାମଲା ଟି ଜଷ୍ଟିସ ଆଦର୍ଶ…

ହାତୀ ମୃତ୍ୟୁ ର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ, ୫ ଜଣିଆ ଟିମ୍ ଗଲେ ଢେଙ୍କାନାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଢେଙ୍କାନାଳ ଜିଲ୍ଲାର କମଳାଙ୍ଗଠାରେ ୮ ଫୁଟ ଉଚ୍ଚରେ ବିଲ ମଝିରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଗୁରୁତର ସହ ନେବାସହ ଏହାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚ କୁ…

ଏକସଙ୍ଗେ ୭ଟି ହାତୀଙ୍କ ମୃତ୍ୟୁ, ପଢନ୍ତୁ କିପରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟିଛି । ଏକ ଘରୋଇ କମ୍ପାନୀକୁ ବିଦ୍ୟୁତ୍‌ ଯୋଗାଇବା ପାଇଁ ବିଲ ମଝିରେ ଅଳ୍ପ ଉଚ୍ଚାରେ ଯାଇଥିବା ତାର ସଂସ୍ପର୍ଶରେ ଆସି ଏହି ହାତୀ ଜୀବନ ହାରିଛନ୍ତି । ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର…

ଦୁଇ ଡାକ୍ତରଙ୍କ କଳି ରେ ରୋଗୀର ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡାକ୍ତର ଅଭାବରୁ ଆମ ରାଜ୍ୟରେ ରୋଗୀ ମୃତ୍ୟୁ ହେବ ନୂଆ କଥା ନୁହେଁ, କିନ୍ତୁ ଦୁଇ ଡାକ୍ତରଙ୍କ କଳିରୁ ଜଣେ ରୋଗୀ ମୃତ୍ୟୁ ମୁଖରେ ପଡିବା ଭଳି ଏକ ସଙ୍ଗିନ ଘଟଣା ଆଜି ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଳା ଗଁଦିଆ…

ଘରେ ପଶି କଟିଲେ ତଣ୍ଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରେ ପଶି କଟିଲେ ତଣ୍ଟି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ମୀନାବଜାର ଅଞ୍ଚଳର ମଣ୍ଟୁ ପାତ୍ର ନାମକ ଘରେ ଥିବା ସମୟରେ ଦୁର୍ବୃତ୍ତ ତାଙ୍କ ଘରକୁ ପଶିଥିଲେ । କେହି କିଛି ବୁଝିବା ପୂର୍ବରୁ ଏକ…