Browsing Tag

in Delhi

ଦିଲ୍ଲୀରେ ଦାମ ଧରିଲେ ପଦ୍ମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଆଜି ସନ୍ଧ୍ୟାରେ ଦାମ ଦିଲ୍ଲୀରେ ଧରିଲେ ପଦ୍ମ । ଆଜି ବିଧିବଦ୍ଧ ଭାବରେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଦିଲ୍ଲୀରେ ପଦ୍ମ ଧରିଲେ ବୈଜୟନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମସ୍ତ ଆକଳନର ଘଟିଲା ଅନ୍ତ । ଶେଷରେ ଦିଲ୍ଲୀରେ ପଦ୍ମ ଧରିଲେ ବୈଜୟନ୍ତ । ଆଜି ସନ୍ଧ୍ୟା ୬ ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା, ଓଡିଶା ପ୍ରଭାରୀ ଅରୁଣ ସିଂ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା…

ଦିଲ୍ଲୀର ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ଜଣ ମୃତ, ୨ଜଣ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀର କରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଅଗ୍ନିକାଣ୍ଡ । ୧୭ ଜଣ ମୃତ, ୨ ଗୁରୁତର । ୩୪ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ଦିଲ୍ଲୀ କରୋଲବାଗରେ ଥିବା ହୋଟେଲ ଅର୍ପିତା ପ୍ୟାଲେସର ଉପର ମହଲାରେ ନିଆଁ…

କେନ୍ଦ୍ର ବିରୋଧରେ ଅନଶନରେ ବସିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ, ସମର୍ଥନ ଦେଲା କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜିଠାରୁ ଦିଲ୍ଲୀରେ ଅନଶନରେ ବସିଛନ୍ତି । ସକାଳ ୮ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସେ ଅନଶନରେ ବସିବେ । ଆନ୍ଧ୍ରପ୍ରଦେଶକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ତଥା 'ପ୍ରୋଟେଷ୍ଟ ଫର୍ ଜଷ୍ଟିସ' ଦାବିରେ ସେ ଏହି ଅନଶନରେ…

ଜାତୀୟ ସାହସିକତା ପୁରସ୍କାର ପାଇବେ କେନ୍ଦ୍ରାପଡ଼ାର ସିତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ ସାହସିକତା ପୁରସ୍କାର ପାଇବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ କଣ୍ଡିରା ପଞ୍ଚାୟତ କଣ୍ଡିରା ଗ୍ରାମର ମେଘନାଦ ମଲ୍ଲିକଙ୍କ ପୁଅ ସିତୁ(୧୫) । ଏ ନେଇ ନୁଆଦିଲ୍ଲୀସ୍ଥିତ ଭାରତୀୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟକୁ ଚିଠି…

ପଦ୍ମ ପୋଖରୀରେ ଅପରାଜିତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜନୀତିରେ ସରକାର ଓ ବିରୋଧୀ ଙ୍କ ମଧ୍ୟରେ ଛକାପଞ୍ଜା ଲାଗିରହିଥାଏ । ବର୍ତ୍ତମାନ ରାଜ୍ୟ ରାଜନୀତିରେ ବିଜେଡି ଆଉ ମୁଖ୍ୟ ବିରୋଧୀ ନହେଲେବି ବିଜେପି ହୋଇଛି ଏବେ ପ୍ରତିଦ୍ୱନ୍ଦୀ । ଏଇ ଭିତରେ ଗୋଟିଏ ପଟେ ରାଜ୍ୟ ସରକାର ବିଶ୍ୱକପ ହକି ଆୟୋଜନ କରି ପ୍ରଶଂସା ସାଉଁଟୁ…

ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଜଣେ ବାବାଙ୍କ ନାଁରେ ଲାଗିଲା କଳଙ୍କ । ରାଜଧାନୀ ଦିଲ୍ଲୀରୁ ଆସିଛି ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ସୂଚନା ଅନୁଯାୟୀ, ଦିଲ୍ଲୀର ଜଣେ ବାବା ଆଶୁ ମହାରାଜ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବାବାଙ୍କ ବ୍ୟତୀତ…