Browsing Tag

in cuttack

କଟକରେ ଫୁଟିଲା ଗୁଳି, ସୁନା ଗହଣା ଓ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଲେ ଦୁର୍ବୃତ୍ତ

କଟକରେ ଫୁଟିଲା ଗୁଳି। କଟକ କନ୍ଦରପୁର ନିକଟ ମତ୍ତଗଜପୁର ଲେବୁଲ୍‌ କ୍ରସିଂଠାରେ ଡକାୟତି ପାଇଁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଫାଙ୍କା ଗୁଳି କରି ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ୨୫ ହଜାର ଟଙ୍କା ଲୁଟ ହୋଇଥିବା…

କାର ଧକ୍କାରେ ଛାତ୍ର ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଠଗଡ଼-ମୁଣ୍ଡୁଳୀ ରାସ୍ତାର ବନଖଣ୍ଡି ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ରଶେସ ଦାସ ନାମକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ତୁରଙ୍ଗ ଗାଁର ରଶେସ ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନିର କମ୍ପ୍ୟୁଟର୍ ସାଇନ୍ସର ପ୍ରଥମ ବର୍ଷର ଛାତ୍ର…

ପେଟ୍ରୋଲ ଢାଳି ପୁଅ ପୋଡ଼ିଦେଲା ବାପାକୁ

ଓଡିଶା ଫାଷ୍ଟ(ବ୍ୟୁରୋ): କଟକରେ ବାପାଙ୍କୁ ପୋଡି ମାରିଦେଇଛି ପୁଅ । ବାପା ଟଙ୍କା ନଦେବାରୁ ପୁଅ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି । ସୂଚନା ଅନୁଯାୟୀ, ସିଡିଏ ସେକ୍ଟର ୬ ରାମ ମନ୍ଦିରସ୍ଥିତ ପ୍ଲଟ୍ ନଂ ୭୧୭/ଏଫରେ ମୂରଲୀଧର ସାହୁ ରହୁଥିଲେ । ସେ ହାଇକୋର୍ଟର ପିଅନ ଭାବେ କାର୍ଯ୍ୟ କରୁଥିଲେ…