Browsing Tag

in assembly

ବାଚସ୍ପତିଙ୍କୁ ହାତଯୋଡି ବିନତି କଲେ ମହାରଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ବିଧାୟକ ମହାରଥୀ ବାଚସ୍ପତିଙ୍କୁ ହାତଯୋଡି ଲାଇସେନ୍ସ ଅବଧି ବଢାଇବାକୁ କଲେ ଅନୁରୋଧ । ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜପତ୍ର ପାଇଁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାରାରାତି ଲୋକ ଅନିଦ୍ରା ହୋଇ ଲାଇନରେ ଛିଡା ହେଉଛନ୍ତି । ଲୋକଙ୍କ…

ବିଧାନସଭାରେ ଭୁଲ ସ୍ୱୀକାର କରି ଉଦାହରଣ ସୃଷ୍ଟି କଲେ ବାଚସ୍ପତି

ଓଡିଶା ଫାଷ୍ଟ(ବ୍ୟୁରୋ): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ନିଜ ଭୁଲ ସ୍ୱୀକାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବାଚସ୍ପତି ଆଜି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କୁ "ମୁଁ ଦୁଃଖିତ" ବୋଲି କହିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ବିରୋଧୀ ଦଳର ନେତା…

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗୃହରେ ହଙ୍ଗାମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ଗତକାଲି ଗୃହରେ ହଟ୍ଟଗୋଳ କରିଛନ୍ତି ବିଜେପିଓ କଂଗ୍ରେସ । ତିନି ଦିନ ତଳେ କେନ୍ଦ୍ରାପଡ଼ା ସହରର ଦଣ୍ଡାମୁଣ୍ଡ ଛକରେ ହୋଇଥିବା ଗୁଳିକାଣ୍ଡ ଓ ଦୁଇଦିନ ତଳେ ପଟ୍ଟନାୟିକା ଛକରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଗୃହରେ…

ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ହେବା ଘଟଣା, ବିଧାନସଭାରେ ବିବୃତି ରଖିଲେ ଏସ୍‌ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ଏକ ଛାତ୍ରୀନିବାସରେ ନାବାଳିକାଙ୍କୁ ବଳାତ୍କାର କରାଯିବା ଓ ଏହାପରେ ଛାତ୍ରୀ ନିବାସର ୪ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଚଳିତ ବିଧାନସଭାର ପ୍ରଥମ ଅଧିବେଶନରେ ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ । ଏହି ଘଟଣାର ତଦନ୍ତ କରିବା ସହ…

ସରିଲା ବିଜେଡି ବିଧାୟକ ଦଳ ବୈଠକ ପାଳନ ହେବ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ସବୁ ପ୍ରତିଶ୍ରୁତି: ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୫ ତାରିଖରୁ ଷୋଡଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥିଯୋଗୁ ଆଜି ଶାସକ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ବସିଥିବା ଏହି ବୈଠକ ପରେ ଗୃହର ନେତା ନବୀନ ପଟ୍ଟନାୟକ କହିଛନ୍ତି, ର୍ନିବାଚନ ସମୟରେ ଦଳ ପକ୍ଷରୁ…

ନବୀନଙ୍କୁ ସମର୍ଥନ କଲେ ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣକୁ ନେଇ ଜୋର ଧରିଲା ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପାରିତ ହୋଇଥିବା ପ୍ରସ୍ତାବ କୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ କଂଗ୍ରେସର ସରକାର ଥିବା ରାଜ୍ୟ ଓ ମେଣ୍ଟ ସରକାର ଥିବା…