ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଥଇଥାନ ଯୋଜନାରୁ ବାଦ ପଡିବେ ନାହିଁ ବିବାହିତା ମହିଳା
ବିବାହ କରିଥିବା କାରଣରୁ ଜଣେ ପ୍ରାର୍ଥୀ ଥଇଥାନ ଯୋଜନାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇପାରିବେ ନାହିଁ । ବିବାହିତ ହେବା ଏକ ଅଯୋଗ୍ୟତାର ପ୍ରମାଣପତ୍ର ନୁହଁ । ତେଣୁ ଜଣେ ଝିଅ ଯଦି ବିବାହ କରିଥାନ୍ତି, ସେହି କାରଣ ପାଇଁ ତାଙ୍କୁ ଥଇଥାନ ଯୋଜନାରୁ ବାଦ୍ ଦେଇହେବ ନାହିଁ ବୋଲି ହାଇକୋର୍ଟ…