ଇମ୍ୟୁନିଟି ଦୁର୍ବଳ ହେବାର ଏହି ୫ ସଙ୍କେତ ଜଣାନ୍ତୁ
ଇମ୍ୟୁନିଟି / ରୋଗ ପ୍ରତିରୋଧକ କ୍ଷମତା ଶବ୍ଦର ଅର୍ଥକୁ ଅଧିକାଂଶ ଲୋକ ବୁଝି ସାରିଛନ୍ତି। ଦୃଢ଼ ଇମ୍ୟୁନିଟି ଶରୀରକୁ ଭାଇରାଲ , ଭାକ୍ଟେରିଆଲ , ଫଙ୍ଗଲ ବା ପ୍ରୋଟୋଜୋଆ ଆଦିରେ ସଂକ୍ରମିତ ହେବାରୁ ସୁରକ୍ଷା ଦେଇଥାଏ । ଇମ୍ୟୁନିଟି ହ୍ୱାଇଟ ବ୍ଲଡ୍ ସେଲ୍ , ଲିମ୍ଫ ନୋଡ୍ସ ଓ ଆଣ୍ଟିବଡିରେ ତିଆରି…