ଏହି ଅଭିନେତ୍ରୀ ଭାଇଙ୍କ ପ୍ରେମରେ ଇଲିଆନା
ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ | ଏଥର ତାଙ୍କର କୌଣସି ବଡି ସେମିଙ୍ଗକୁ ନୁହେଁ ମାତ୍ର ଏଥର ତାଙ୍କ ଲଭ ଲାଇଫକୁ ନେଇ |
କଥାଟା ହେଉଛି, ୧୬ ଜୁଲାଇକୁ କ୍ୟାଟ୍ରିନା କୈଫ ନିଜର ଜନ୍ମଦିନ ମାଳଦ୍ଵୀପରେ ପାଳନ କରିଥିଲେ | ଏହି ସମୟରେ କ୍ୟାଟ୍ରିନାଙ୍କ ସ୍ୱାମୀ ବିକ୍କୀ କୌଶଲ ମଧ୍ୟ…