ଆପଣଙ୍କ ପିଲା ଅଧିକ ଜିଦ କରୁଥିଲେ, ଏହି ଉପାୟରେ କରାନ୍ତୁ ଚୁପ
ବେଳେବେଳେ ପିଲାମାନେ ବାହାର ସ୍ଥାନରେ ଲୋକମାନଙ୍କ ସାମ୍ନାରେ ମଧ୍ୟ ଜିଦ୍ କରିବା ଆରମ୍ଭ କରନ୍ତି । ଯେଉଁଥିପାଇଁ ବାପା ମା’ଙ୍କୁ ପିଲାମାନଙ୍କୁ ସମ୍ଭାଳିବା କଷ୍ଟ ହୋଇଥାଏ । ଯଦି ଆପଣଙ୍କ ପିଲାମାନେ ମଧ୍ୟ ଏଭଳି ଜିଦ କରୁଛନ୍ତି ତେବେ କିଛି ସହଜ ଟିପ୍ସ ଦ୍ୱାରା ଆପଣ ପିଲାଙ୍କର ଏଭଳି ସ୍ୱଭାବକୁ…