ଆପଣଙ୍କ ପାର୍ଟନରଠାରେ ଏହିଗୁଣ ଦେଖିବାକୁ ମିଳୁଥିଲେ ହୋଇଯାନ୍ତୁ ସାବଧାନ, କରନ୍ତୁ ଏଭଳି କାମ
ଯେକୌଣସି ସମ୍ପର୍କ ହେଉ ନା କାହିଁକି ସେଥିରେ ଭରସା, ବିଶ୍ୱାସ ଓ ଭଲ ପାଇବା ରହିବା ବହୁତ ଜରୁରୀ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ଲୋକମାନଙ୍କ ସମ୍ପର୍କ ଏଥିପାଇଁ ଭାଙ୍ଗି ଯାଉଛି, କାରଣ ସେଥିରେ ବିଶ୍ୱାସ ଓ ଭଲ ପାଇବା ରହୁ ନାହିଁ । ଏଭଳି ପରିସ୍ଥିତିରେ କିଛି ଲୋକ ନିଜ ରିଲେସନ୍ସିପ୍ରେ…