ମହାଦେବଙ୍କ ପ୍ରିୟ ଏହି ୫ଟି ଫୁଲକୁ ସୋମବାର ଅର୍ପଣ କଲେ ପୂରଣ ହୁଏ ଆପଣଙ୍କ ସବୁ ମନୋସ୍କାମନା
ମହାଦେବ ଙ୍କ ପାଇଁ ସୋମବାର ଦିନ ଟି ଉଦ୍ଧିଷ୍ଟ l ଏହିଦିନ ମହାଦେବ ଙ୍କୁ ଆମେ ବିଧିବଦ୍ଧ ଭାବରେ ପୂଜା କରିଥାଉ l କୁହାଯାଏ ଯେ ମହାଦେବ ଏପରି ଠାକୁର ଯିଏ କି ଖୁବ ଶୀଘ୍ର ସନ୍ତୁଷ୍ଟ ହୋଇ ଥାଆନ୍ତି l ମାନ୍ୟତା ରହିଛି ପ୍ରତ୍ୟେକ ଠାକୁରଙ୍କ ର କିଛିନା କିଛି ପ୍ରିୟ ବସ୍ତୁ ରହିଥାଏ l ସେହି ପ୍ରିୟ…