ରାତିରେ ବାରମ୍ବାର ପରିସ୍ରା ଲାଗୁଛି କି, ହୋଇଯାନ୍ତୁ ସାବଧାନ ହୋଇପାରେ ଏଭଳି ସମସ୍ୟା
ଆପଣ ନିଶ୍ଚୟ ଭାବେ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ରାତିରେ ବାରମ୍ବାର ପରିସ୍ରା କରିବାକୁ ଯାଆନ୍ତି । ଆପଣ ଜାଣନ୍ତି କି ରାତିରେ ବାରମ୍ବାର ପରିସ୍ରା ଲାଗିବା ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ସୂଚନା ଦେଇଥାଏ । ରାତିରେ ସାଧାରଣତ ଅଧିକ ପରିସ୍ରା ଲାଗିବା ସମସ୍ୟାକୁ ଡାକ୍ତରୀ…