ଜନ୍ମରୁ ଯଦି ଏଭଳି ଲକ୍ଷଣ ଥିବ, ତେବେ ସେହି ଯୁବତୀମାନେ ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ
ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଜାତକ ଦେଖି ଲୋକଙ୍କ ଭବିଷ୍ୟତ ବିଷୟରେ କୁହାଯାଏ, ସେହିଭଳି ସାମୁଦ୍ରିକ ଶାସ୍ତ୍ରରେ ଲୋକଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଆଧାରରେ ତାଙ୍କ ଆଚାର ଓ ବ୍ୟବହାର ବିଷୟରେ ଜଣାପଡ଼େ। ସାମୁଦ୍ରିକ ଶାସ୍ତ୍ର ରଚନା ବହୁ ଯୁଗ ତଳେ ହୋଇଥିଲା। ଏଥିରେ ଶରୀରର ଅଙ୍ଗ…