Browsing Tag

ias

ସିଭିଲ ସର୍ଭିସ ପରୀକ୍ଷା: ୬୩ ତମ ରାଙ୍କରେ ସୁବର୍ଣ୍ଣପୁରର ପୁଅ କାର୍ତ୍ତିକ

ସୁବର୍ଣ୍ଣପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି। ସୁବର୍ଣ୍ଣପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ଭଭାରତୀୟ ସ୍ତରରେ ୬୩ ତମ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର…

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ସମ୍ୱଲପୁର ଜିଲ୍ଲାପାଳ ଥିବା ଆଇଏଏସ୍‌ ଶୁଭମ୍‌ ସକ୍ସେନାଙ୍କୁ ବଦଳି କରାଯାଇଛି । ସମ୍ୱଲପୁର ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି । ଏବେ ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲା ମହାନଗର…

ରାଜ କିଶୋର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ

ଆଇଏଏସ୍‍ ସ୍ତରରେ ବଡ ଧରଣର ଅଦଳ ବଦଳ । ୧୯୮୭ ବ୍ୟାଚ୍‍ ଆଇଏଏସ୍‍ ରାଜ କିଶୋର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। ସେହିପରି ୧୯୯୦ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସଞ୍ଜୀବ ଚୋପ୍ରା ହେଲେ କୃଷି ଉତ୍ପାଦନ କମିଶନର ଶ୍ରୀ ଚୋପ୍ରାଙ୍କୁ କୃଷି ବିଭାଗର ଅତିରିକ୍ତ…

ଆଇଏଏସ ସ୍ତରରେ ବଡ ଅଦଳବଦଳ କଲେ ମୋଦୀ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ପ୍ରଶାସକ ଅଳକା ଉପାଧ୍ୟାୟଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଅଳକା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର । ସେ ମଧ୍ୟପ୍ରଦେଶ କ୍ୟାଡରର ଅଟନ୍ତି…

ଦୁଇ ନକଲି IAS ଅଫିସର ଗିରଫ, ଠକିଥିଲେ ୧ କୋଟି ୧୭ ଲକ୍ଷ ଟଙ୍କା

ଭୁବନେଶ୍ବର ୩୦।୧୦: ୧ କୋଟି ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଠକ ଗିରଫ । ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣୀ ତ୍ରିପାଠୀ ଓ ଅମିତ ସ୍ବାଇଁ । ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀ ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲ ନାମକ ଏକ କମ୍ପାନୀର ମୁଖ୍ୟ ମୁକେଶ…

ବନ୍ୟା ମୁକାବିଲା ପାଇଁ ଆଇଏଏସଙ୍କୁ ଦାୟିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରପଡ଼ା ଲାଗି ହେମନ୍ତ ଶର୍ମା,…

ଆଇଏଏସସ୍ତରରେ ଅଦଳବଦଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି। ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଛି। ଏହି ଅଫିସରମାନେ ଗତ ବର୍ଷକ ପୂର୍ବରୁ ନିଜର ପ୍ରଶିକ୍ଷଣ ଶେଷ କରି ଫେରିବାପରେ ରାଜ୍ୟ ସରକାର ସେମାନଙ୍କୁ ଭୁବନେଶ୍ୱରରେ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୮ ପୂର୍ବତନ IAS

ଓଡିଶା ଫାଷ୍ଟ( ବ୍ୟୁରୋ):ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ସୂଚନା ଅଧିକାର କର୍ମୀ। ସେମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ଘଟଣା ବଢ଼ୁଥିବା ବେଳେ ଏହା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଏପରି ସ୍ପର୍ଶକାତର ଘଟଣା ସମ୍ପର୍କରେ ୧୮ ଜଣ ପୂର୍ବତନ IAS ଅଫିସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ…