ଏହି ରାଶିର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦେଖାଯାଏ ସବୁବେଳେ ଝଗଡା
କୁହାଯାଏ ଯେ ବିବାହ ଯିଏ କରେ ବି ପସ୍ତେଇ ଥାଏ ଯିଏ ନକରେ ବି ପସ୍ତେଇଥାଏ, ଏହାର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ବିବାହ କଲେ ମଧ୍ୟ ସେ ଅସନ୍ତୁଷ୍ଟ ରହିଥାନ୍ତି ଏବଂ ବିବାହ ନକଲେ ମଧ୍ୟ ତାଙ୍କର ଅସୁବିଧା ହୁଏ | ବିବାହ ପରେ ବ୍ୟକ୍ତିର ଦାୟିତ୍ୱ ବଢିଯାଏ | ସେହି ସମୟରେ ଯେତେବେଳେ ଆପଣ ଏକ ନୂତନ…